ବାତିଲ ହେବନି ସିବିଏସ୍ଇ କମ୍ପାର୍ଟମେଣ୍ଟ ପରୀକ୍ଷା

ନୂଆଦିଲ୍ଲୀ: କୋଭିଡ କାରଣରୁ ନିୟମିତ ପରୀକ୍ଷା ବାତିଲ ହୋଇଥିବାରୁ ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ପାଇଁ ସିବିଏସ୍ଇ ଏବଂ ସିଆଇଏସସିଇ ଦ୍ୱାରା ପ୍ରସ୍ତାବିତ ଯୋଜନାକୁ ସୁପ୍ରିମକୋର୍ଟ ଆଜି ଅନୁମୋଦନ କରିଛନ୍ତି। ନିୟମିତ ପରୀକ୍ଷା ବିକଳ୍ପ ଖୋଜୁଥିବା କିଛି ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ଆବେଦନକୁ ଖାରଜ କରି ଜଷ୍ଟିସ୍ ଏଏମ୍ ଖାନୱିଲକର ଏବଂ ଦିନେଶ ମହେଶ୍ୱରୀଙ୍କ ଅବସରକାଳୀନ ଖଣ୍ଡପୀଠ ଶିକ୍ଷା ବୋର୍ଡର ପ୍ରସ୍ତାବକୁ “ଉଚିତ ଏବଂ ଯୁକ୍ତିଯୁକ୍ତ” ବୋଲି … Continue reading ବାତିଲ ହେବନି ସିବିଏସ୍ଇ କମ୍ପାର୍ଟମେଣ୍ଟ ପରୀକ୍ଷା